ଟିରିକି ନାଚିବା
(ଟିରିକି ମାତିବା—ଅନ୍ୟରୂପ)
ଗୁହ୍ୟ ଦ୍ୱାରର ଯନ୍ତ୍ରଣା ଯୋଗୁଁ ଛଟପଟ ହେବା — Bocoming restless in agony on account of pain in the anus.
ବୁଢ଼ା ମାକଡ଼ରେ ବୁଢ଼ା ମାକଡ଼ ! ମୋ ବରକୋଳି ପାଚିଲା ପୋଡ଼ିଯାଇ ତେ ବରକୋଳି ମୋ ଟିରିକି ନାଚିଲା ବୁଢ଼ାମାକଡ଼ କାହାଣୀ