ଟିର୍କେଇବା
ଦେଖଣା
ଟିର୍କେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଟିର୍କେଇବା
|
[ଟିରିକା(କେ)ଇବା—ଅନ୍ୟରୂପ]
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଆଗରୁ ସାବଧାନ କରାଇ ହୁରୁଡ଼ାଇ ଦେବା; ଟରକୋଇବା — To scare away by cautioning beforehand.
- ୨. ଗୋପନରେ ଉତ୍ତେଜିତ କରିବା; ଟିଆଇବା; ମତାଇବା — ୨. To instigate a person by giving secret advice; to seretly incite a person.