Jump to content

ଟି(କେ)ଇତ

ଉଇକିଅଭିଧାନ‌ରୁ

ଟି(କେ)ଇତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଏହାଙ୍କ ମୁଣ୍ଡରେ ଟିକା ବା ସମ୍ମାନସୁଚକ ଚିତା ଦିଆ ଯିବାରୁ)

[ସମ୍ପାଦନା]
୧. ଯୁବରାଜ; ରାଜାଙ୍କର ଜ୍ୟେଷ୍ଠପୁତ୍ର; ରାଜ୍ୟର ଭାବୀ ଉତ୍ତରାଧିକାରୀ — ୧. The eldest prince; the heir-apparent to the throne.
୨. ରାଜଦ୍ୱାରରେ ବିଶିଷ୍ଟ ସମ୍ମାନର ଚିହ୍ନସ୍ୱରୁପ ଯେଉଁ ବ୍ୟକ୍ତିର କପାଳରେ ଟିକା ଦିଆଯାଇ ଥାଏ —୨. A person specially honoured by the king by being given a amark of sandal on the brow.
୩. ଯୁବକ ରାଜା —୩. A young king.

ଟିକାଇତ ଅଷ୍ଟଦୁର୍ଗର କହଇ ଶ୍ୟାମ ଏକି ଆଚରିତ କବିସୂର୍ଯ୍ୟ କିଶୋରୀ ଚମ୍ପୁଟ. ଗୀତ

୪. (ଲକ୍ଷଣାର୍ଥ) ଶ୍ରେଷ୍ଠବ୍ୟକ୍ତି —୪. Chief.

ଟିକାଇତ ତୁ ରସିକାଚକ୍ରେ ସିନା କବିସୂର୍ଯ୍ୟ.ସଙ୍ଗୀତ