Jump to content

ଟୁଇଁବା

ଉଇକିଅଭିଧାନ‌ରୁ

ଟୁଇଁବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ତିଜ ଧାତୁ)

[ସମ୍ପାଦନା]

ବଥ ବା ଫୋଟକାକୁ ଫୋଡ଼ିବା — To lance a boil or blister.

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -

[ସମ୍ପାଦନା]

ଆଖିରେ ଆଙ୍ଗୁଠି ଗେଞ୍ଜିବା — To poke a person's with the finger.