ଟୁକିବା
ଦେଖଣା
ଟୁକିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ସ୍ତୋକ)
[ସମ୍ପାଦନା]- ୧. ଶସ୍ୟାଦି ତଳୁ ଗୋଟାଇ ବା ଖୁଣ୍ଟି ଖାଇବା; ଟୋକିବା —
ଅନୁବାଦ
[ସମ୍ପାଦନା]ଟୁକିବା
|
୧. To eat small particles by picking up from the ground.
- ୨. (ଲକ୍ଷଣାର୍ଥ) ଦୋଷ ଦେଖାଇବା — ୧. (fig) To find fault with.
- ୩. ଟିପି ନେବା — ୩. To jot down notes.