ଟୁକୁମୂଷା
ଦେଖଣା
ଟୁକୁମୂଷା
ଉଚ୍ଚାରଣ
[ସମ୍ପାଦନା](ଟୁକୁମୂଷୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ଟୁକୁମୂଷା
|
(ଟୁଉକୁମୂଷା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ଶିଶୁରଞ୍ଜନ) (ସଂସ୍କୃତ - ସ୍ତୋକ+ମୂଷିକ)
[ସମ୍ପାଦନା]ଟୁଙ୍ଗେଇ ମୂଷାର ସ୍ନେହ ସଂବଧନ —(a nursery word) An endearing term applied to the common house-mouse.
ଟୂକୁମୂଷୀ ଲୋ ଟୂକୁମୂଷୀ ! ଧାନ ଭରଣକ ଖାଉଥା ବସି, ତୁ ଥାଆ ମୁଁ ଯାଉଛି ରୁଷି ଶିଶୁ ଗୀତ