Jump to content

ଟୁକ ଚଳିବା

ଉଇକିଅଭିଧାନ‌ରୁ

ଟୁକ ଚଳିବା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଭୋଜନକ୍ରିୟାର ସମାଧନ — The accomplishment of one's meal.

(ଯଥା—ମୁଁ ରୋଜଗାର ନ କଲେ ପରିବାରର ସମସ୍ତଙ୍କର ଟକ ଚଳିବ କାହୁଁ)