ଟୁଙ୍ଗରା
ଏକ ପ୍ରକାର ସରୁଆ ଗୋଲ ଗୋଲ ପଥର ବା ବାଲି— ଗରଡ଼ା —A kind of small roundish pebbles strong into a necklace.
[ଦ୍ରଷ୍ଟବ୍ୟ —ଏହା ସୁନାମୃଗ ପରି ଛୋଟ ଛୋଟ; ପ୍ରୟାଗରେ ଏଥିରେ ମାଳି ଗୁନ୍ଥା ହୋଇ ବିକ୍ରି ହୁଏ]