ଟୁଙ୍ଗାରିବା
(ମୁଣ୍ଡକୁ) ଉପରୁ ତଳକୁ ଓ ତଳୁ ଉପରକୁ ହଲାଇବା —To bring (the head) up and down; to nod.
[ଦ୍ରଷ୍ଟବ୍ୟ —ଏ କ୍ରିୟା କେବଳ 'ମୁଣ୍ଡ' କର୍ମ ସଙ୍ଗେ ଯୁକ୍ତ ହୁଏ ଯଥା—ମୁଣ୍ଡ ଟୁଙ୍ଗାରିବା]