Jump to content

ଟୁଙ୍ଗି

ଉଇକିଅଭିଧାନ‌ରୁ

ଟୁଙ୍ଗି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୁଙ୍ଗ; ତୁଳ. କିଟଙ୍କ=ପକ୍ଷଶାଳା, ପାରାଭାଡ଼ି)

[ସମ୍ପାଦନା]

(ଭଜନ ଓ ବିହାରାଦି ନିମିତ୍ତ) କ୍ଷୁଦ୍ର ଗୃହ — A block-house.

[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଗୃହଠାରୁ ପୃଥକ୍ ଓ ଉଚ୍ଚ ଚତୁଷ୍କୋଣ]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଡାବଲପୁଆ (ଖେଳ) (ଦେଖ) - Dābalapuā (game) (See)