ଟୁଙ୍ଗେଇ
ଦେଖଣା
ଟୁଙ୍ଗେଇ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଟୁଙ୍ଗେଇ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଏକଜାତୀୟ କ୍ଷୁଦ୍ର ମୂଷା; ଚୁଟିଆମୂଷା — ୧. A small species of mouse; the common house-mouse; Mus Musculus.
- ୨. ବାଇଆ ଚଢ଼େଇ (ଦେଖ) - ୨. Bāiā bird (See)