ଟୁବା ମାରିବା
ଦେଖଣା
ଟୁବା ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଟୁବା ମାରିବା
|
ଦେଶଜ - କ୍ରି.
[ସମ୍ପାଦନା]ଅଳ୍ପ ସମୟ ପାଣିରେ ଡୁବିବା — ୧. To dive in water for a short time; to take a dip in water.
- ୨. ପାଣିରେ କରତଳ ବାଡ଼େଇ ଶବ୍ଦ ଉତ୍ପାଦନ କରିବା — ୨. To produce a loud sound by striking the surface of water with the hollowed palms.