Jump to content

ଟୁରା

ଉଇକିଅଭିଧାନ‌ରୁ

ଟୁରା

ଉଚ୍ଚାରଣ

[ସମ୍ପାଦନା]
(ଟୁରୀ—ସ୍ତ୍ରୀ) 

ପ୍ରାଦେଶିକ - (ଗଡ଼ଜାତ ଓ ସମ୍ୱଲପୁର) ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ପିତୃମାତୃହୀନ ଶିଶୁ; ଛେଉଣ୍ଡ ପିଲା — Orphan

ବିଶେଷଣ -

[ସମ୍ପାଦନା]
୧. ଠୁରା; ବାଙ୍ଗରା —୧. Short of stature; dwarfish
୨. ପିତୃମାତୃହୀନ —୨. Orphaned; parentless.