Jump to content

ଟେଇବା

ଉଇକିଅଭିଧାନ‌ରୁ

ଟେଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. —(ସଂସ୍କୃତ - ତିଜ ଧାତୁ)

[ସମ୍ପାଦନା]
୧. ଉତ୍ତେଜିତ କରିବା; ଟେହିବା; ଟିଆଇବା —୧. To incite; to instigate
୨. କୌଣସି ମନ୍ଦ ପାର୍ଯ୍ୟରେ ପ୍ରବୃତ୍ତ ଜନ୍ମାଇବା ପାଇଁ କାହାରିକୁ ଉତ୍ତେଜିତ କରିବା —୨. To instigate a personto do an evil act