Jump to content

ଟେକ

ଉଇକିଅଭିଧାନ‌ରୁ

ଟେକ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥା ଧାତୁ)

[ସମ୍ପାଦନା]
୧. ମହତ୍ୱ; ସମ୍ମାନ — ୧. Glory; respect.

କମଣ୍ଡଳୁ ଦକ୍ଷିଣେ ଭୃଗୁ ଅଙ୍ଗି ରାଙ୍କ ସଙ୍ଗେ ଗଲେ ଦଣ୍ଡ ଦେଖାଇ ଦୀପ ଟେକ କୃଷ୍ଣସିଂହ. ମହାଭାରତ ବନ

୨. ମର୍ଯ୍ୟାଦା —୨. Honour; prestige.
୩. ଆଧିକ୍ୟ —୩. Excess.
୪. ପ୍ରାଧାନ୍ୟ —୪. Superiority
୫. ପ୍ରଶଂସା —୫. Praise
୬. ଗର୍ବ —୬. Pride; arrogance.
୭. ଗୁମାନ; ଅଭିମାନ —୭. Sullenness.
୮. ବାଦ୍ୟବିଶେଷ —୮. A sort of drum.

ସଜାଉ ବାଦ୍ୟ ଘଣ୍ଟା ଟେକ ତାଳ ଝଂଜାଳ ସେ ତାନ୍ତେକ ଯଶୋବନ୍ତ. ପ୍ରେମଭକ୍ତି ବ୍ରହ୍ମଗୀତା

୯. ଠେକ (ଦେଖ) - —୯. Ṭheka (See)
୧. ସୁନାମ —୧୦. Reputation; good name.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଶ୍ରେଷ୍ଠ —୧. Superior

ପେଟକଟା ସାତ ହାତ ବନ୍ଧୁକ ଗରନାଳ ବାଣ ମୁଁହକୁଁ ଟେକ ବ୍ରଜନାଥ. ସମରତରଙ୍ଗ

୨. ଉତ୍କୃଷ୍ଠ —୨. Excellent.