Jump to content

ଟେକା

ଉଇକିଅଭିଧାନ‌ରୁ

ଟେକା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲୋଷ୍ଟ୍ରକ; ଚକ୍ର)

[ସମ୍ପାଦନା]

ଢେଲା; ଟେଳା; ମାଟି, ଇଟା ବା ପଥରର ଛୋଟ ଖଣ୍ଡ, ଯାହା ଦୂରସ୍ଥ ବସ୍ତୁକୁ ଲକ୍ଷ କରି ଫିଙ୍ଗାଯାଏ —Brickbat; clod of earth; a piece of stone used for pelting.

ଟେକା ସୁନା ଦୁହିଁଙ୍କୁ ସମାନ ଆଚରି ତେଲେ ରାଜା ମୋହକୁ ଛାଡ଼ି ସେ ବିଚାରି କୃଷସିଂହ. ମହାଭାରତ ବନ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂ ଉତ୍କାରକ)

[ସମ୍ପାଦନା]
୧. ଟେକିବା ବ୍ୟକ୍ତି — ୧. One who litfs up.
୨. (ସଂସ୍କୃତ - ଉତ୍କୃତ) ଉତ୍ତୋଳିତ —୨. Lifted