Jump to content

ଟେକାଟେକି

ଉଇକିଅଭିଧାନ‌ରୁ

ଟେକାଟେକି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଧରାଧରି — ୧. Holding a thing up.
୨. ଉପରକୁ ଉଠାଇବା — ୨. Lifting up; raising up.
୩. ପରସ୍ପରର ପ୍ରଶଂସା —୩. Mutual admiration or aggrandisement.
୪. ଚାଟୁ; ତୋଷାମୋଦ —୪. Flattery

ଟେକାଚେକି ମୋତେ କରି ନାନାମତେ କବିସୂର୍ଯ୍ୟ. କିଶୋର ଚମ୍ପୁ ଟ ଗୀତ

୫. ଅତ୍ମପ୍ରଶଂସା — ୫. Self-adulation;self-aggrandisement.

ଆପଣାକୁ ଯେ ଟେକାଟେକି କରଇ ଗୁରୁ ରଜା ଆଗରେ ଯେ ମିଛ କହଇ କୃଷ୍ଣସିଂହ. ମହାଭାରତ ଉଦୋଗ