ଟେକାପାଣି
ଦେଖଣା
ଟେକାପାଣି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୂପରୁ ଉତ୍ତୋଳିତ ଜଳ, କୂଅପାଣି — ୧. Water lifted from the well; well-water.
(ଯଥା—ନଈରେ ଗାଧୋଇବା ମୋର ଅଭ୍ୟାସ ଥିଲା; ଏଥିଯୋଗୁଁ ଟେକାପାଣି ମୋ ଦେହରେ ଚଳୁ ନାହିଁ
- ୨. ଉଚ୍ଚଶ୍ରେଣୀୟ ବ୍ୟକ୍ତି ଜଳପାତ୍ର ଟେକି ଧରି ଅସ୍ପୃଶ୍ୟ ଲୋକର ଆଞ୍ଜୁଳାକୁ ଯେଉଁ ପାଣି ଗଡ଼ାଇଦିଏ — ୨. Water given to an untouchable person to drink with his folded hands, by a person holding the water-pot on high and causing the water to flow down and fall into the former's palm, without the former's hand touching the latter's.
- ୩. ମାତୃସ୍ତନ୍ୟର ଅଭାବବଶତଃ ସ୍ତନ୍ୟପାୟୀ ଶିଶୁମାନଙ୍କ ନିମନ୍ତେ ବ୍ୟବହୃତ ଗାଈ ଦୁଧ — ୩. Cow's milk produced for children owing to the want of mother's milk.
(ଯଥା—ଟେକା ପାଣିରେ ମାଆଛେଉଣ୍ଡ ଜଗବନ୍ଧୁର ଜୀବନ ରହିଛି)