ଟେକାପାଣି ଟେକାଭାତ
ଦେଖଣା
ଟେକାପାଣି ଟେକାଭାତ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସମାଜଚ୍ୟୁତି ବା ଅସ୍ପୃଶ୍ୟ ବ୍ୟକ୍ତିକୁ ନ ଛୁଇଁ ତାହାକୁ ଦେବା ପାଣି ଓ ଭାତ — Water and food given to an excommunicated or untouchable person without touching him or his plate.
[ ଦ୍ର—ଶୂଦ୍ରମାନଙ୍କ ମଧ୍ୟରେ ଏପରି ପ୍ରଥା ଅଛି ଯେ ପରିବାରର କୌଣସି ବ୍ୟକ୍ତି ସମାଜଚ୍ୟୁତ ହେଲେ ସେ ଆପଣା ପରିବାରୀୟ ଲୋକଙ୍କ ବ୍ୟବହୃତ ପାତ୍ରରେ ଭାତ ଖାଏ ନାହିଁକି ପାଣି ପିଏ ନାହିଁ; ଅନ୍ୟ ଲୋକେ ତାକୁ ବା ତାର ବାସନକୁ ନ ଛୁଇଁ ଟେକି କରି ଖାଇବାକୁ ଭାତ ଓ ପିଇବାକୁ ପାଣି ଦିଅନ୍ତି]