ଟେକା ଫାନ୍ଦ
ଦେଖଣା
ଟେକା ଫାନ୍ଦ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଟେକା ଫାନ୍ଦ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଏକପ୍ରକାର ଫାଶ; ଦଉଡିରେ ପକାଇବା ଏକ ପ୍ରକାର ଗଣ୍ଠି —୧. A running knot of a rope; slip-knot.
- ୨. ପଶୁ ପକ୍ଷୀ ଧରିବାର ଏକ ପ୍ରକାର ଫାନ୍ଦ — ୨. A kind of snare or noose.
ଜାଲ ଚୋପକ ନଳ କାଣ୍ଡ ଅବର ଧରି ଟେକାଫାନ୍ଦ ପ୍ରାଚୀ. ନିର୍ଗୁଣ. ମାହାତ୍ମ୍ୟ