Jump to content

ଟେକା ଭାତ

ଉଇକିଅଭିଧାନ‌ରୁ

ଟେକା ଭାତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଉଚ୍ଚ ଜାତୀୟ ବ୍ୟକ୍ତି ଅସ୍ପୃଶ୍ୟ ବା ସମାଜଚ୍ୟୁତ ବ୍ୟକ୍ତିର ଭୋଜନ ପାତ୍ରକୁ ନ ଛୁଇଁ ଯେଉଁ ଭାତ ପରିବେଷଣ କରେ —Rice served to an untouchable or excommunicated person without touching his plate.