ଟେକା ମାରିବା
ଦେଖଣା
ଟେକା ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଟେକା ମାରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଦୂରସ୍ଥିତ କୌଣସି ଜୀବ ବା ବସ୍ତୁକୁ ଲକ୍ଷ କରି ଟେକାକୁ ଜୋର୍ରେ ଫିଙ୍ଗିବା — To pelt at a thing or animal from some distance.
[ଟେକା ପକା(କେ)ଇବା, ଟେକା ଛାଟିବା, ଟେକା ଫିଙ୍ଗିବା, ଟେକା ଫୋପାଡ଼ା (ଡ଼େ)ଇବା, ଟେକା ଫୋପାଡ଼ିବା—ଅନ୍ୟରୂପ)
ଟେକା ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]କ୍ଷୂଦ୍ର ଲୋଷ୍ଟ୍ରଖଣ୍ଡ ନିକ୍ଷେପ କରିବା