Jump to content

ଟେକି କରି ଭାତ ପରଷିବା

ଉଇକିଅଭିଧାନ‌ରୁ

ଟେକି କରି ଭାତ ପରଷିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଅସ୍ପୃଶ୍ୟ ବ୍ୟକ୍ତିର ଭୋଜନ ପାତ୍ରକୁ ନ ଛୁଇଁ ଭାତକୁ ଟିକିଏ ଉଚ୍ଚରୁ ଉକ୍ତ ପାତ୍ରରେ ଅଜାଡ଼ି ଦେବା — To serve rice etc. without touching the plate of an untouchable eater.