ଟେକି ଟାକି ହୋଇ ବସିବା
ଦେଖଣା
ଟେକି ଟାକି ହୋଇ ବସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଟେକି ଟାକି ହୋଇ ବସିବା
|
ଦେଶଜ - କ୍ରି. (ସଂସ୍କୃତ - ଉତ୍କୃତୋରୁ+ବସ ଧାତୁ)
[ସମ୍ପାଦନା]- ୧. ଭୂମିରେ ଶରୀରର ଅନ୍ୟ କୌଣସି ଅଙ୍ଗ ଓ ପିନ୍ଧିଥିବା ଲୁଗାର କୌଣସି ଅଂଶ ନ ଲଗାଇ କେବଳ ତଳିପାରେ ଭରା ଦେଇ ଭୂମିରେ ବସିବା; ଡେରି ହୋଇ ବସିବା; ଊର୍ଦ୍ଧ୍ୱଜାନୁ ହୋଇ ବସିବା —To sit upright on the ground by the soles of the feet; to sit up; to sit on the heels.
- ୨. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ କରିବା ପାଇଁ ଅଶାନ୍ୱିତ ବା ଉଦ୍ଗ୍ରୀବ ହୋଇ ବସିବା; ସଜବାଜ ହୋଇ ବସିବା — ୨. (Figurative) To sit ready in expectation of doing something.
(ଯଥା— ଆମ ସାଆନ୍ତାଣୀ ବାପଘରକୁ ଯିବାକୁ ଟେକିଟାକି ହେଇ ବସିଛନ୍ତି ]