Jump to content

ଟେକି ହେବା

ଉଇକିଅଭିଧାନ‌ରୁ

ଟେକି ହେବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଆତ୍ମ ପ୍ରଶଂସା କରିବା — ୧. To praise one's self.

(ଯଥା—ଆପେ ଟେକି ହେଲେ ଲାଭ କଅଣ ? ସଂସାର ଲୋକେ ସିନା ତୁମକୁ ଟେକିଲେ ସୁନ୍ଦର ହେବ)

୨. (ଟେକିବାର କର୍ମବାତ୍ୟରୂପ) ଉପରକୁ ଉଠାଯିବା — ୨. To be raised up.

ଟେକି ହୋଇ ଗଲା କାଳେ ନ ରହିଲା ସ୍ତନମଳ ଚେଳ ବାକିରେ— କବିସୂର୍ଯ୍ୟ. ସଙ୍ଗୀତ