Jump to content

ଟେଣ୍ଟେଇ ଗୋଡ଼ୀ

ଉଇକିଅଭିଧାନ‌ରୁ

ଟେଣ୍ଟେଇ ଗୋଡ଼ୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ. (ଗାଳି)

[ସମ୍ପାଦନା]

ଯେଉଁ ସ୍ତ୍ରୀର ଗୋଡ଼ ଟେଣ୍ଟେଇ ଚଢ଼େଇର ଗୋଡ଼ ପରି ସରୁ ଓ ଲମ୍ୱା; ନଳୀଗୋଡ଼ୀ; ତେଣ୍ଟେଇଗୋଡ଼ୀ —(a woman) Having long and thin legs.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମତ୍ସ୍ୟାଶୀ ପକ୍ଷିବିଶେଷ — A species of fish-eating bird.