ଟେର
ଦେଖଣା
ଟେର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୀର୍ଯ୍ୟକ୍; ତୁଳ. ଇଂରାଜୀ - ଟ୍ରେସ୍)
[ସମ୍ପାଦନା]- ୧. ତଥ୍ୟ; ସଂବାଦ ୧. News.
- ୨. ସୂଚନା — ୨. Indication; inkling; hint.
- ୩. କିନାରା; ପତ୍ତା; ସନ୍ଧାନ —୩. Clue.
- ୪. ପ୍ରମାଣ —୪. Proof.
(ଯଥା—ଚୋରିର କିଛି ଟେର୍ ମିଳିଲା ନାହିଁ)
- ୫. ଅନୁସନ୍ଧାନ —୫. Investigation.
- ୬. ଇସାରା; ଇଙ୍ଗିତ —୬. Glance.
- ୭. ଦର୍ଶନ —୭. Sight.
(ଯଥା—ଦିନ ଯାକ ସିଂହ ଦ୍ୱାରରେ ବସି ରହିଲା, ମାତ୍ର ଗମ୍ଭୀରୀ ସାଅନ୍ତଙ୍କର ଟେର୍ ମିଳିଲା ନାହିଁ)
- ୮. ସୀମା; ପାର; ଶେଷ — ୮. End; extremely; Verse.
- ୯. ଚିହ୍ନ ମାତ୍ର; ସତ୍ତା —୯. Trace; existence.
ଟେର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ -
[ସମ୍ପାଦନା]ବକ୍ର ଚକ୍ଷୁ ବିଶିଷ୍ଟ; ଟେରା — Squint-eyed; squinting; cross-eyed.