ଟେରା
ଦେଖଣା
ଟେରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ତମ୍ୱୁ; ପଟ୍ଟୁଭବନ — ୧. Tent.
ଟେରା ଭିତରେ ଯେହ୍ନେ ଅପୂର୍ବ ନାରୀ ଟୋପ ଚଉରା ଅଛି ତୋ ଦେହ ଘେରି ମନବୋଧ. ଚଉରିଶା
- ୨. ଲୁଗାର ପରଦା — ୨. Hangings; screen of cloth.
(ଟେରୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ଟେରା
|
ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ଟେରା; ଟେରାକ୍ଷ)
[ସମ୍ପାଦନା]- ୧. ବକ୍ର ଦୃଷ୍ଟିବିଶିଷ୍ଟ —୧. Squint- eyed.
- ୨. ବକ୍ର ଚକ୍ଷୁ —୨. Cross-eyed.