ଟେରା ଫିଟା
ଦେଖଣା
ଟେରା ଫିଟା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଦେବତାଙ୍କର ଦ୍ୱିପ୍ରହର ଧୂପ ପରେ ଯାତ୍ରୀମାନଙ୍କ ଦର୍ଶନ କରିବାର ଅବସର — ୧. The time when the pilgrims are allowed to see a Deity after the noon- day offering is over.
- ୨. ଦେବତାଙ୍କର ସକାଳ ଧୁପ ଆଦି ତିନି ଧୁପର ପୂଜାର ସମାପ୍ତି —୨. The finish of the daily rituals of or offerings before a Deity.
[ଦ୍ରଷ୍ଟବ୍ୟ —ଦେବତାଙ୍କୁ ନୈବେଦ୍ୟ ଆଦି ଦିଆଯିବାବେଳ ଯାତ୍ରୀ— ମାନେ ଦର୍ଶନ କରି ପାରନ୍ତି ନାହିଁ; କାରଣ ଚନ୍ଦନ ଅର୍ଗଳିଠାରେ
ଗୋଟିଏ କନାଟିବାଡ଼ (ଟେରା) ପଡ଼ିଥାଏ ଧୂପ ସରିବା ପରେ ଉକ୍ତ ଟେରା ବାଡ଼ ଫିଟାଇ ଦିଆଯିବ ଏହାକୁ ଟେରାଫିଟା କହନ୍ତି ଟେରାଫିଟା ହେଲେ ଯାତ୍ରି ମାନେ ଚନ୍ଦନ ଅର୍ଗଳୀ ପାଖେ ଠିଆ ହୋଇ ଦେବତାଙ୍କୁ ଦର୍ଶନ କରନ୍ତି ଦେବତାଙ୍କ ଛାମୁରେ ବଢ଼ା ହୋଇଥିବା ନୈବେଦ୍ୟମାନ ଉଠାଇ ନିଆଯାଇ ମନ୍ଦିରରେ ଚଟାଣ ଧୋପଖାଳ (ଧୁଆଧୋଇ) ହୋଇ ପରେ ସର୍ବସାଧାରଣଙ୍କୁ ଦେବଦର୍ଶନର ପୂର୍ଣ୍ଣ ସୁବିଧା ମିଳେ ଏହାକୁ ସାହାଣମେଲା ବୋଲାଯାଏ]