Jump to content

ଟେରା ବାଡ଼

ଉଇକିଅଭିଧାନ‌ରୁ

ଟେରା ବାଡ଼

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କନାଟିବାଡ଼; ବସ୍ତ୍ର ନିର୍ମିତ ଯବନିକା; ପରଦା — Curtain; a screen made of cloth.

ଟେରାବାଡ଼ ପକାଇଲେ ବହନ ସେଠାରେ— ପ୍ରାଚୀ. ନଳଚରିତ