ଟେରି କାଟିବା
ଦେଖଣା
ଟେରି କାଟିବା
ଉଚ୍ଚାରଣ
[ସମ୍ପାଦନା]ଟେରି ପକାଇବା, ଟେରି ଭାଙ୍ଗିବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଟେରି କାଟିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ମୁଣ୍ଡ଼ବାଳକୁ ପାନିଆରେ କୁଣ୍ଡ଼ାଇ ରେଖା ବାହାର କରିବା; ମୁଣ୍ଡ଼ବାଳ ତେରଛେଇ କରି ସୁନ୍ଥା କରିବା —To dress the hair by parting it in the middle or one side.