Jump to content

ଟେଳା ଭାଙ୍ଗିବା

ଉଇକିଅଭିଧାନ‌ରୁ

ଟେଳା ଭାଙ୍ଗିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]

କୌଣସି ଜମିରେ ଥିବା ଟେଳାଗୁଡ଼ିକୁ ହାତୁଡ଼ିଦ୍ୱାରା ପିଟି ବା ମଇ ଦେଇ ଗୁଣ୍ଡ଼ା କରିବା — To disintigrate the clods of a ploughed field by hammering them into powder or by drawing a ladder over them.

[ଦ୍ରଷ୍ଟବ୍ୟ —ପ୍ରଥମେ ଶୁଖିଲା ଜମିରେ ହଳ ବୁଲାଇଲେ ମାଟି ଟେଳା— ଟେଳା ହୋଇଯାଏ ପରେ ତାହା ଉପରେ ମଇ ଦେଇ ସେ ଟେଳାଗୁଡ଼ାକ ଭାଙ୍ଗିଯାଇ ମାଟି ଚୁନା ହୋଇଯାଏ ଏବଂ ବିଲ ବିହନ ବୁଣିବାର ଉପଯୋଗୀ ହୁଏ]