Jump to content

ଟୋକାବୁଦ୍ଧି

ଉଇକିଅଭିଧାନ‌ରୁ

ଟୋକାବୁଦ୍ଧି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଟୋକାବୁଦ୍ଧିଆ—ବିଣ)

ଦେଶଜ - ବିଶେଷ୍ୟ - (ଅନାଦର ଅର୍ଥରେ)

[ସମ୍ପାଦନା]

ବାଳସ୍ୱଭାବ; ପିଲାବୁଦ୍ଧି, ଅପ୍ରବିଣତା; ଅପକ୍ୱ ବୁଦ୍ଧି — Youthful rawness;anything prompted by youthful rawness; outcome of inexperience (as of youth)

(ଯଥା—୧ ଅଯିଯାଏ ତୋର ଟୋକାବୁଦ୍ଧି ଗଲା ନାହିଁ ୨ ରାଜ୍ୟ ଶାସନ ପରି ଗୁରୁତର କାର୍ଯ୍ୟ ଟୋକା ବୁଦ୍ଧିରେ ଚଳିବ ନାହିଁ)