Jump to content

ଟୋକାଳିଆ

ଉଇକିଅଭିଧାନ‌ରୁ

ଟୋକାଳିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ଅନାଦରାର୍ଥକ)

[ସମ୍ପାଦନା]

ବାଳସୁଲଭ; ବାଲୋଚିତ — ୧. Puerile.

(ଯଥା—ଟୋକାଳିଆ ଢଙ୍ଗ)

୨. ଯୁବକସୁଲଭ — ୨. Becoming of befitting of youth.