Jump to content

ଟୋକା ଟାକରା

ଉଇକିଅଭିଧାନ‌ରୁ

ଟୋକା ଟାକରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଟୋକାଟକରା, ଟୋକାଟାକଳାଅନ୍ୟରୁପ

ଟୋକୀଟାକରୀ, ଟୋକୀଟାକଳୀସ୍ତ୍ରୀ

ଦେଶଜ - ବିଶେଷ୍ୟ - (ସହଚର; ନିରର୍ଥକ ୨ୟ ଶବ୍ଦ; ବହୁବଚନ

[ସମ୍ପାଦନା]
୧. ବାଳକମାନେ — ୧. Boys generally.
୨. ଅପରିଣତ ଓ ଅନୁଭବହୀନ ଯୁବକରଣ — ୨. Inexperienced and raw youths.