Jump to content

ଟୋକା ଟାକରିଆ

ଉଇକିଅଭିଧାନ‌ରୁ

ଟୋକା ଟାକରିଆ

ଉଚ୍ଚାରଣ

[ସମ୍ପାଦନା]

ଟୋକାଟାକଳିଆ, ଟୋକାଟାକରିଆଅନ୍ୟରୁପ

  • (file)
  • (file)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ବାଳସୁଲଭ; ବାଳୋଚିତ — ୧. Boyish; puerile.
୨. ଚପଳ — ୨. Hasty.

(ଯଥା—ଏ ଟୋକାଟୋକରିଆ ବୁଦ୍ଧିରେ ମାମଲତ ଚଳିବ ନାହିଁ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଟୋକା ଟୋକରା (ଦେଖ) - Ṭokā ṭākarā (See)