ଟୋକିବା
ଦେଖଣା
ଟୋକିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଟୀକ ଧାତୁ=ଟୀକ ଲେଖିବା; ତୁଳ. ତେଲୁଗୁ - ଖୁଟ୍ଟ, ତା. କୋଟ୍ଟୁ)
[ସମ୍ପାଦନା]- ୧. ଟିପିବା —୧. To note down; to jot down.
- ୨. ଦୋଷ ଦେଖାଇବା; ବାରିବା; ଖୁଣ୍ଟିଣା ଦେବା — ୨. To point out faults; to reprove; to dissuade a person from doing a thing by pointing out defects.
- ୩. ବୁଣି ଯାଇଥିବା; କୌଣସି କ୍ଷୁଦ୍ର ପରାର୍ଥ (ଯଥା— ଶସ୍ୟାଦି)ଭୂମୀରୁ ଖୁଣ୍ଟିବ କରି ଖାଇବା; ଖୁଣ୍ଟିବା — ୩. To eat by picking up small particles (e.g. of grain) scattered over the ground; to pick up.
- ୪. କ୍ଷୁଦ୍ର କଠିନ ପଦାର୍ଥ (ଯଥା— ଚାଉଳ; ମୁଗ) ଗୋଟି ଗୋଟି କରି ଚୋବାଇ ଖାଇବା —୪. To eat small particles pf grains or hard things one by one chewing.
- ୫. ପକ୍ଷୀଙ୍କ ଆହାର ପରି ଅଳ୍ପମାତ୍ରାରେ ଖାଇବା — ୫. To eat scantily (like a bird).
- ୬. ଝୁଣ୍ଟିବା —୬. Stumble; to trip in walking.