Jump to content

ଟୋକେଇ (କୁ)ଣ୍ଢେଇ ଫୁଲ

ଉଇକିଅଭିଧାନ‌ରୁ

ଟୋକେଇ (କୁ)ଣ୍ଢେଇ ଫୁଲ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ତୋକ ଓ କୁଟଜ)

[ସମ୍ପାଦନା]

ବନ୍ୟ ପୁଷ୍ପବିଶେଷ; କୁଟଜଫୁଲ — A kind of wild flower.

[ଦ୍ରଷ୍ଟବ୍ୟ — ଏ ଫୁଲର ଗଛ ଲଟାଳିଆ; ପତ୍ର ତ୍ରିକୋଣାକାର; ଫୁଲ ସରୁ ଓ ଏକ ଇଞ୍ଚ ଲମ୍ୱ ଏବଂ ପେନ୍ଥା ପେନ୍ଥା ହେଇ ଫୁଟେ ଲୋକେ ଏ ଫୁଲରେ ଲୁଣ ମସଲା ଓ ବେସର ଆଦି ଦେଇ ଏହାକୁ ପତ୍ରପୋଡ଼ା ଓ ଭଜା କରି ଖାଆନ୍ତି