ଟୋଡ଼ରମଲ୍ଲ
ଦେଖଣା
ଟୋଡ଼ରମଲ୍ଲ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ମୋଗଲ ସମ୍ରାଟ ଆକବରଙ୍କ ଜନୈକ ପ୍ରଧାନ ହିନ୍ଦୁ ସେନାପତି —A great general of the Moghal emperor, Akbar.
[ ଦ୍ର— ଏ ବ଼ଡ଼ ରାଜନୀତୀ କୁସଳ ଥିଲେ; ଏ ଆକବରଙ୍କ ରାଜସ୍ୱ— ସଚିବ ଥାଇ ଓଡ଼ିଶାର ରାଜସ୍ୱ ବନ୍ଦୋବସ୍ତ କରାଇଥିଲେ ଏହାଙ୍କ ପ୍ରଚଳିତ କଡ଼ି ଜରୀବ ଆଦି ଆଜିକାଲି ମଧ୍ୟ ଓଡ଼ିଶାର ଚଳୁଆଛି]