Jump to content

ଟୋପ

ଉଇକିଅଭିଧାନ‌ରୁ

ଟୋପ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପାଣି ଝରିକରି ଜମିବା ପାଇଁ ନଈବାଲିରେ ଖରାଦିନେ ଖୋଜାହେବା ଛୋଟ ଚୁଆ —୧. Small pits dug in sands of a dried up river.
୨. ଭୂମିରେ ଖୋଳାହେବା ଗର୍ତ୍ତ; ଗାଡ଼; କାତ — ୨. Hole; pit.

ତୁଛୋଦରୀ ନିମ୍ନନାଭି କାମ—ମୋହ—ଟୋପ—କବିସୂର୍ଯ୍ୟ. ସଙ୍ଗୀତ


ଅନୁବାଦ

[ସମ୍ପାଦନା]
୩. ଭୂଗର୍ଭରେ ଗର୍ତ୍ତ ଆକାରରେ ନିର୍ମିତ କାରାଗୃହ; ଅନ୍ଧକୂପ — ୩. Dungeon; an underground prison.

ନନ୍ଦ ବନ୍ଦୀ ହେବେ ଟୋପେ—କବୁସୂର୍ଯ୍ୟ. କିଶୋରୀଚମ୍ପୁ ଟ. ଗୀତ

୪. ବଣୁଆ ହାତୀଙ୍କୁ ଧରିବା ସକାଶେ ଖୋଳା ହେବା ଗାତ —୪. Deep holes dug in the ground to decoy wild elephants there, who fall into it and cannot get up.

ଟୋପା ରଧା ମୋ ମନ ମତ୍ତକରୀ—ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି

୫. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିକୁ ବିପନ୍ନ କରିବା ପାଇଁ ସ୍ପଷ୍ଟ କୌଶଳ —୫. (figurative) A snare; or plot to put a person to trouble.
୬. ଟୋପି —୬. Cap; hat.

ବୁପ୍ରଚିତ୍ତ ସୁତ ମଧ୍ୟପାଟ ସୂତ୍ର ସିଂହାରୁ ଭୂଷିତ ଟୋପରେ ଭଞ୍ଜ. ବୈଦେହୀଶବିଳାସ

୭. ଟୋପର (ଦେଖ) - —୭. Ṭopara (See)