Jump to content

ଟୋପର

ଉଇକିଅଭିଧାନ‌ରୁ

ଟୋପର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥୁପ)

[ସମ୍ପାଦନା]
୧. ବାଉଁଶପାତିଆ ବା ତାଳପତ୍ରରେ ପ୍ରସ୍ତୁତ ମୁଣ୍ଡର ଆବରଣ ବା ଢାଙ୍କୁଣୀ; ଝାମ୍ପି —୧. A helmet made of palm-leaves or bamboo-laths.
୨. ଟୋପି —୨. Cap; hat.
୩. ମୁକୁଟ —୩. Coronet; crown.

ଏହା କହିଣ ସୂତନନ୍ଦନ ସୂତକୁ ବୋଇଲେ ଆଣ ସାଞ୍ଜୁ ଟୋପର ସଜକୁ କୃଷ୍ଣସିଂହ. ମହାଭାରତ ଭୀଷ୍ମ

୪. ଟୋପା ବା ଭୂଗର୍ଭସ୍ଥ ଗର୍ତ୍ତ — ୪. A hole or pit dug in the ground.
୫. ପକ୍ଷିବିଶେଷ —୫. A species of bird.

ବାସଲ ଯୌବନ ଘୋଷିଲେ ସଘନେ ବନେ ଟୋପର ରାଧାନାଥ. ଉଷା

[ଦ୍ରଷ୍ଟବ୍ୟ —ଏ ଦିବସର ମଧ୍ୟଭାଗରେ ବା ଦୁଇପ୍ରହର ବେଳେ ବୋବାଏ]