ଟୋପା
ଦେଖଣା
ଟୋପା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଫୁଟ ଧାତୁ ବର୍ଣ୍ଣ ବିପର୍ଯ୍ୟୟ; ତୁଳ. ଆସାମୀ; ଟୋପା=ବଡ଼ବିନ୍ଦୁ)
[ସମ୍ପାଦନା]- ୧. ଜଳାଦି ତରଳପଦାର୍ଥର ବିନ୍ଦୁ ବା ବୁନ୍ଦା —୧. A drop of liquid.
- ୨. ବର୍ଷାବିନ୍ଦୁ —୨. Rain-drop.
- ୩. ଲୋତକବିନ୍ଦୁ —୩. Tear-drop.
- ୪. କପାଳରେ ଘେନାଯିବା ସିନ୍ଦୁର, ଚନ୍ଦନାଦିର ବିନ୍ଦୁ; ଚକ୍ରାକାର ଚିତା; ତିଳକ ବିନ୍ଦୁ —୪. Circular mark made with the tip of the finger on the forehead with sandal paste etc.
ପ୍ରାଦେଶିକ - (ସମ୍ୱଲପୁର ଓ ବାମଣ୍ଡା ତୁଳ. ହିନ୍ଦୀ - ଟୋପା= ଟୋକେଇ) ବିଶେଷ୍ୟ -
[ସମ୍ପାଦନା]ଚାଉଳଧୁଆ ବାଉଁଶିଆ — A small basket made of thin laths of bamboo for washing rice.