ଟୋପାଟୋପା
ବିନ୍ଦୁ ବିନ୍ଦୁ ହୋଇ — Drop by drop; in drops.
[ଦ୍ରଷ୍ଟବ୍ୟ —ବଡ଼ ବଡ଼ ଟୋପାରେ ବର୍ଷା ହେଲେ ଟୋପା— ଟୋପା ବା ଟପଟପ ଏବଂ ଛୋଟ ଛୋଟ ଟୋପାରେ ବର୍ଷା ହେଲେ ଟୋପି ଟୋପି ବା ଟୁପ୍ଟୁପ୍ ବୋଲାଯାଏ]