ଟୋପିଦାର୍
ଦେଖଣା
ଟୋପିଦାର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]ଯେଉଁ ବନ୍ଧୁକର ନଳୀର ମୂଳରେ ଥିବା ଛିଦ୍ର ଉପରେ ଟପି ଖଞ୍ଜାଯାଇ ସେ ଟୋପି ଉପରେ ଘୋଡ଼ାର ଆଘାତହେଲେ ନଳୀମଧ୍ୟସ୍ଥ ବାରୁଦରେ ନିଆଁ ଲାଗି ବନ୍ଧୁକ ଫଏର ହୁଏ —(a gun) Fired with percussion caps; flint- lock; hammer-gun.
[ଦ୍ରଷ୍ଟବ୍ୟ —ଯେଉଁ ବନ୍ଧୁକରେ ରଞ୍ଜକଦ୍ୱାରା ନିଆଁ ଲଗାଇ ଫଏର କରିବାକୁ ହୁଏ ତାକୁ ତୋଡ଼ାଦାର୍ ବନ୍ଧୁକ ବୋଲାଯାଏ]