ଟୋପି ପିନ୍ଧିବା
ଦେଖଣା
ଟୋପି ପିନ୍ଧିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଟୋପି ପିନ୍ଧିବା
|
[ଟୋପି ମାରିବା, ଟୋପି ଲଗା(ଗେ)ଇବା—ଅନ୍ୟରୂପ]
ଦେଶଜ - କ୍ରି.
[ସମ୍ପାଦନା]ନିଜର କପାଳରେ ଚନ୍ଦନାଦିର ଟୋପି ଘେନିବା; ଚିତା ଲଗାଇବା ବା କାଟିବା — To put a tip of sandal etc. on the forehead.