Jump to content

ଟୋରୀ

ଉଇକିଅଭିଧାନ‌ରୁ

ଟୋରୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ହିଗ୍—ବିପରୀତ)

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ଇଂଲଣ୍ଡର ଗୋଟିଏ ପ୍ରାଚୀନ ରାଜନୀତିକ ଦଳର ସଭ୍ୟ; ରକ୍ଷଣଶୀଳ ଦଳଭୁକ୍ତ ବ୍ୟକ୍ତି —A Tory; a member of the conservative party in English politics.