ଟୋଲକ
ଦେଖଣା
ଟୋଲକ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ପିଣ୍ଡୀତକ)—ବୋଇତି କଖାରୁ — ୧. The red pumpkin.
- ୨. ପାନ ଖେତରେ ଅତିରିକ୍ତ ପଡ଼ିଆ ଦେବା ହେତୁ ପାନରେ ଧରିବା ଏକପ୍ରକାର ରୋଗ —୨. A kind of disease inflecting betel leaves.
- ୩. ଗୋରୁ ମଇଁଷି ଆଦିଙ୍କୁ ଧରିବା ରୋଗବିଶେଷ — ୩. A kind of cattle-disease.
[ଦ୍ରଷ୍ଟବ୍ୟ —ଏ ରୋଗ ହେଲେ ଗୋରୁ ଆଦିଙ୍କ ଜିଭରେ ଘାଆ ହୁଏ, ଦାନ୍ତ ହଲେ ଓ ଦେହରେ ଉତ୍ତାପ ବଢ଼ି ଯାଏ; ସେମାନେ ନିଃଶାସ ମାରିଲା ବେଳେ ପେଲି ହୁଅନ୍ତି; ଆଗ ଗୋଡ଼ରେ ଛୋଟେଇ ଛୋଟେଇ ଚାଲନ୍ତି, ଏବଂ ୨/?/: ଦିନକାଳ କିଛି ଖାଇ ପାରନ୍ତି ନାହିଁ]