Jump to content

ଟୋଲି

ଉଇକିଅଭିଧାନ‌ରୁ

ଟୋଲି

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - ବିଶେଷ୍ୟ -

[ସମ୍ପାଦନା]
୧. (ଗଞ୍ଜାମ) ବୈଦେଶିକ - (ତେ) ଅଧପାହି — ୧. Half a pie; ୧/୬ of a pice.
୨. (ସମ୍ୱଲପୁର)—ଧାନ ବିଲରେ ଜନ୍ମିବା ଏକ ପ୍ରକାର ଘାସ —୨. A kind of grass growing in paddy-fields.

[ଦ୍ରଷ୍ଟବ୍ୟ —ଏହାର ଫଳ ସୋରିଷ ପରି]

୩. (ସମ୍ୱଲପୁର) ଟୁଲି (ଦେଖ) - —୩. Ṭuli (See)