ଟୋଲ୍
ଦେଖଣା
ଟୋଲ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ସଂସ୍କୃତ - ତଳ)
[ସମ୍ପାଦନା]ସଂସ୍କୃତ ବିଦ୍ୟାଳୟ; ଚଉପାଢ଼ୀ Sanskrit school.
[ଦ୍ରଷ୍ଟବ୍ୟ —ଯେଉଁ ବିଦ୍ୟାଳୟରେ କେବଳ ସଂସ୍କୃତ ଶିକ୍ଷୀ ଦିଆଯାଏ ତାକୁ ଟୋଲ୍ କହନ୍ତି]
ପ୍ରାଦେଶିକ - (ଗଡ଼ଜାତ; ସମ୍ୱଲପୁର. ବିଶେଷ୍ୟ -
[ସମ୍ପାଦନା]ମହୁଲଫଳର ମଞ୍ଜି) — The seed of the fruit of the Mahuā tree.
[ଦ୍ରଷ୍ଟବ୍ୟ —ଏଥିରୁ ତେଲ ବାହାରେ ଏହା ଦେଖିବାକୁ ଘିଅ ପରି, ମାତ୍ର ଶୀତଦିନେ ଏହା ଘିଅପରି ବସି ଯାଏ ନାହିଁ ଗଡ଼ଜାତ ଓ ସମ୍ୱଲପୁର ଲୋକେ ଏହାକୁ ତିଅଣ ଆଦିର ପକାଇ ଓ ଏଥିରେ ପିଠା ଛାଣିକରି ଖାଆନ୍ତି ବେପାରୀମାନେ ଏହାକୁ ଗୁଆଘିଅ ସଙ୍ଗେ ମିଶାନ୍ତି]
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଟୋଲ୍)
[ସମ୍ପାଦନା]ସାଧାରଣ ରାସ୍ତା ବା ପୋଲ ଉପରେ ମନୁଷ୍ୟ ଓ ଯାନାଦିର ଗମନାଗମନ ଯୋଗୁଁ ଆଦାୟ ହେବା ଶୁଳ୍କ —Toll realised from passengers and vehicles for using a public road or bridge.