Jump to content

ଟ୍ରାଫିକ୍

ଉଇକିଅଭିଧାନ‌ରୁ

ଟ୍ରାଫିକ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଟ୍ରାଫ୍ଫିକ୍)

[ସମ୍ପାଦନା]
୧. ଲୋକସାଧାରଣ ବା ପଣ୍ୟଦ୍ରବ୍ୟାଦିର ଯାନାଦିରେ ଗମନାଗମନ — ୧. Trafic.
୨. ରେଳର ଯେଉଁ ବିଭାଗରେ ଯାତ୍ରୀ ଓ ପଣ୍ୟଦ୍ରବ୍ୟାଦିର ଗମନାଗମନ ବିଷୟ ବୁଝାଯାଏ — ୨. Traffic department of a Railway.

[ଦ୍ରଷ୍ଟବ୍ୟ —ଏହି ଶବ୍ଦ ସଙ୍ଗେ ଅନେକଗୁଡ଼ିଏ ଇଂରାଜି ଶବ୍ଦ ଯୁକ୍ତ ହୋଇଥିବା ଶବ୍ଦ ବିଭାଗର ଚଳେ ଯଥା—ଟ୍ରାଫିକ୍ ଇନ୍ସପେକ୍ଟର, ଟ୍ରାଫିକ୍ ସୁପରିଣ୍ଟେଣ୍ଡେଣ୍ଟ]